ଅନୁଚିନ୍ତାଜୀବନଚର୍ଯ୍ୟାସ୍ୱତନ୍ତ୍ର

ଆଜିର ଅନୁଚିନ୍ତା

ସୁ-ବିଚାର

” ଆଜିର ଅନୁଚିନ୍ତା “

୧-“ମନେରଖନ୍ତୁ ଆମ ପଛରେ ସମାଲୋଚନା କରୁଥିବା ଲୋକେ ସବୁବେଳେ ଆମ ପଛରେ ହିଁ ରହିଥିବେ, କେବେବି ଆଗକୁ ଯାଇପାରିବେ ନାହିଁ !!”

୨-“ବିଶ୍ୱାସ ନ କରୁଥିଲେବି ଏହା ସତ ଯେ ମୁହଁର ସେଇ ଛୋଟିଆ ହସ ହେଉଛି ଏମିତି ଏକ ଔଷଧ, ଯାହା ଦ୍ୱାରା ମଣିଷ ନିଜ ଶତ୍ରୁର ହୃଦୟକୁ ବି ଜିଣି ଯାଇଥାଏ

୩-“ଯିଏ ବୋକା ସେ ଧୋକା ଖାଇଥାଏ କଷ୍ଟ ବି ପାଇଥାଏ , ଯିଏ ସରଳ ସେ ଆଘାତ ପାଇଥାଏ , ଆଉ ଯିଏ  ସ୍ୱାର୍ଥପର  ସେ ହିଁ ଖୁସିରେ ଜୀବନ କାଟିଥାଏ କିନ୍ତୁ ମନେରଖନ୍ତୁ ଏ ସବୁ କ୍ଷଣସ୍ଥାୟୀ ହୋଇଥାଏ !!”

୪-“କଲମ ଯେତେ ଦାମୀ ହୋଇଥାଉ ନା କାହିଁକି ଯଦି କାଳି ନାହିଁ ତ ସେ କଲମ ମୂଲ୍ୟହୀନ, ଠିକ ସେମିତି ମଣିଷ ଯେତେ ଶିକ୍ଷିତ ହେଇଥାଉ ନା କାହିଁକି ଯଦି ସଂସ୍କାର ଆଉ ବ୍ୟବହାର ନାହିଁ ସେ ଶିକ୍ଷା ବି ମୂଲ୍ୟହୀନ !!”

ଶୁଭ ସକାଳ

Show More

Related Articles

Back to top button