
🦋ଜୀବନରେ ଯଦି କାହାପ୍ରତି ରାଗ ବଢିଯାଏ,ତେବେ ତାଙ୍କ ପାଇଁ ମନରେ ଥିବା ଅହଂକାର ଟିକୁ କାଢ଼ି ଦିଅ,କିନ୍ତୁ ତାଙ୍କ ସହ ଥିବା ସମ୍ପର୍କକୁ ନୁହଁ ।
🦋ସେ ଯାହା ବି ହେଉ କଥାରେ ନୁହେଁ କାମରେ କରି ଦେଖାନ୍ତୁ . କାହିଁକିନା ଏ ଦୁନିଆରେ ଲୋକମାନେ ଆଜି ଏତେ ଅବିଶ୍ବାସୀ ହୋଇଯାଇଛନ୍ତି ଯେ ସେମାନେ ଶୁଣିବାକୁ ନୁହେଁ ବରଂ ଦେଖିବାକୁ ବେସି ପସନ୍ଦ କରୁଛନ୍ତି ।
🦋ଆମେ ଆମର ଚାହିଦା ଅନୁସାରେ କିଛିନା କିଛି ଆଶା ପୁରଣ କରିବାକୁ ସମସ୍ତେ ଚାହିଁଥାନ୍ତି, ହେଲେ ଏମିତି କିଛି ଆଶା କରିବା ଉଚିତ୍ ନୁହେଁ, ଯାହା କି ପୂରଣ ହୋଇପାରୁ ନଥିବ ।
🦋ଏ ସମାଜ ଆଜି ଏମିତି ହୋଇଯାଇଛି ଯେ ଏଠି ସତ୍ ପଥଗାମୀ ମଣିଷମାନେ ଅବହେଳିତ ଆଉ ଅସତ୍ ପଥଗାମୀ ମଣିଷମାନେ ସମ୍ମାନିତ , ପରନ୍ତୁ ଏହା କ୍ଷଣସ୍ଥାୟୀ ।
🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!
🙏🏻 🔘ଜୟ ଜଗନ୍ନାଥ🔘🙏🏻