Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ଫେରିଯିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର- ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ହେବା ସମ୍ଭାବନା ଦେଖାଦେଇଛି । ୨୫ ବେଳକୁ ପଶ୍ଚିମ ରାଜସ୍ଥାନରୁ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ରହିଛି । ମୌସୁମୀ ସଂପର୍କରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ।

ଅନ୍ୟପଟେ ଏବେ ରାଜସ୍ଥାନରେ ପୁଣି ଥରେ ସକ୍ରିୟ ହୋଇଛି ମୌସୁମୀ । ଶୁକ୍ରବାରଠାରୁ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହୋଇଛି । ବଙ୍ଗୋପସାଗରରେ ମୌସୁମୀ ସକ୍ରିୟ ରହିଛି, ଯାହାକି ବଢି ଓଡ଼ିଶା-ଛତିଶଗଡ ପର୍ଯ୍ୟନ୍ତ ଲମ୍ବିଛି । ଯାହାର ପ୍ରଭାବ ଆଜି ରାଜସ୍ଥାନରେ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଭରତପୁର, ଧୋଲପୁର, କରୌଲି, ସଭାଇ, ମାଧୋପୁର, ଅଲୱର, ବାରାଂ, ବୁନ୍ଦି, ଦୋସା, ଜୟପୁର, କୋଟା, ଝାଲାୱାଡ, ଟୋଙ୍କ, ଉଦୟପୁର, ପ୍ରତାପଗଡ, ଡୁଙ୍ଗରପୁର ଓ ବାଂଶୱାଡା ଜିଲ୍ଲାରେ ସେପ୍ଟେମ୍ବର 26 ପର୍ଯ୍ୟନ୍ତ ବର୍ଷା ହେବ ।

Show More

Related Articles

Back to top button