Breaking PLUSଦେଶ ବିଦେଶମୁଖ୍ୟ ଖବର
ପାକିସ୍ତାନ ସେନା ବେସ୍ କ୍ୟାମ୍ପରେ ବଡ଼ଧରଣର ବିସ୍ଫୋରଣ, 23 ମୃତ

ଇସଲାମାବାଦ- ପାକିସ୍ତାନ ସେନା ବେସ୍ କ୍ୟାମ୍ପରେ ବଡ଼ଧରଣର ବିସ୍ଫୋରଣ ହୋଇଛି । ଉତ୍ତରପଶ୍ଚିମ ପାକିସ୍ତାନ ସେନା କ୍ୟାମ୍ପରେ ବଡ଼ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୨୩ ଜଣ ପାକିସ୍ତାନ ସୈନିକ ମୃତ ସୂଚନା ମିଳିଛି । ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି ।