Breaking PLUSଓଡ଼ିଶାମୁଖ୍ୟ ଖବର

ଆଳୁ ପରେ ବଢିଲା ପିଆଜ ଦର

ଭୁବନେଶ୍ୱର-ଖାଉଟି ମୁଣ୍ଡରେ ଚଡକ । ରାଜ୍ୟରେ ଆଳୁ ଦର ବୃଦ୍ଧି ପରେ ଏବେ ପିଆଜ ଦର ବଢିବାରେ ଲାଗିଛି । କିଛି ଦିନ ମଧ୍ୟରେ ପିଆଜ ଦର ୧୦ ଟଙ୍କା ବୃଦ୍ଧି ପାଇଥିବା ଜଣାପଡିଛି। ଏବେ ବଜାରରେ ପିଆଜ କିଲୋ ପ୍ରତି ୫୦ଟଙ୍କାରେ ବିକ୍ରି ହେଉଛି। ନାସିକରୁ ରାଜ୍ୟକୁ ପିଆଜ କମ ପରିମାଣରେ ଆସୁଥିବାରୁ ଦର ବୃଦ୍ଧି ହେଉଥିବା ବ୍ୟବସାୟୀ କହିଛନ୍ତି। ଆଗକୁ ଆମଦାନୀ କମିଲେ ଆହୁରି ଦର ବୃଦ୍ଧି ହୋଇପାରେ ବୋଲି ବ୍ୟବସାୟୀ ଆଶଙ୍କା କରିଛନ୍ତି।

Show More

Related Articles

Back to top button