Breaking PLUSଓଡ଼ିଶାମୁଖ୍ୟ ଖବର
ବ୍ରିଜ୍ ଉପରୁ ମହାନଦୀକୁ ଡେଇଁ ଯୁବକ ନିଖୋଜ
କଟକ- ପୁଣି ମହିନଦୀକୁ ଡେ଼ଇଁ ଜଣେ ନିଖୋଜ। କଟକ ମଧୁସୁଦନ ସେତୁ ଉପରୁ ନଦୀ କୁ ଡେ଼ଇଁ ନିଖୋଜ । କଟକ ନୟାସଡକ ଅଞ୍ଚଳର ଅନୁପ ଅଗ୍ରୱାଲ। ଗତକାଲି ରାତିରେ ପୋଲ ଉପରୁ ତାଙ୍କର ସ୍କୁଟି ଓ ଚପଲ ଜବତ କରିଛି ପୋଲିସ୍। ବିଡାନାସୀ ଅଗ୍ନିଶମ ବିଭାଗ ଏବେ ଖୋଜାଖୋଜି ଜାରି ରଖିଛନ୍ତି ।