Breaking PLUSଓଡ଼ିଶାମୁଖ୍ୟ ଖବର

ସମୁଦ୍ରର ଲୁଣି ପାଣିକୁ ପିଇବା ପାଣିରେ ପରିବର୍ତ୍ତନ କରାଯିବ- ମନ୍ତ୍ରୀ

ଭୁବନେଶ୍ୱର- ସମୁଦ୍ରର ଲୁଣି ପାଣିକୁ ପିଇବା ପାଣିରେ ପରିବର୍ତ୍ତନ କରାଯିବ । ଏଥିପାଇଁ ଖୁବଶୀଘ୍ର ଏକ କମ୍ପାନୀ ଓଡ଼ିଶାକୁ ଆସିବ  । ପ୍ରଥମେ ଲୁଣି ପାଣିକୁ ପରୀକ୍ଷା କରାଯିବା ପରେ ନିଆଯିବ ନିଷ୍ପତ୍ତି । ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button