Breaking PLUSଓଡ଼ିଶାମୁଖ୍ୟ ଖବର

ଶଙ୍ଖ ଭବନରେ ହରତାଳ ପ୍ରସ୍ତ୍ରୁତି ବୈଠକରେ ହଙ୍ଗାମା

ଭୁବନେଶ୍ୱର- ଭୁବନେଶ୍ବର ଶଙ୍ଖ ଭବନରେ ହରତାଳ ପ୍ରସ୍ତ୍ରୁତି ବୈଠକରେ ହଙ୍ଗାମା ହୋଇଛି । କର୍ପୋରେଟର ଅମରେଶ ଜେନା, ବିରଞ୍ଚି ନାରାୟଣ ସୁପକାରଙ୍କୁ ବିରୋଧ ହୋଇଛି । ଅମରେଶ ଓ ବିରଞ୍ଚି ଉପସ୍ଥିତ ଥିବାରୁ ଅନ୍ୟ କର୍ପୋରେଟରଙ୍କ ବିରୋଧ କରିଛନ୍ତି । ବିରୋଧ କରି ବୈଠକ ଅଧାରୁ ଉଠି ପଳାଇଲେ ଅନ୍ୟ କର୍ପୋରେଟର । ପରେ ବୁଝାସୁଝା ପରେ ପୁଣି ବୈଠକକୁ ଫେରିଥିଲେ ଅସନ୍ତୁଷ୍ଟ  ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button