Breaking PLUSଓଡ଼ିଶାମୁଖ୍ୟ ଖବର

ଓପିଏସ୍‌ସିରେ ୩୪୦ ଏଏସ୍‌ଓ ପଦବୀ ପାଇଁ ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା ସଚିବାଳୟ ସେବା କ୍ୟାଡରରେ ୩୪୦ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପଦବୀ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଅନଲାଇନ୍‌ ଆବେଦନ ଆହ୍ୱାନ କରିଛି।

ଏହି ନିଯୁକ୍ତି ପାଇଁ ନଭେମ୍ବର ୯ରୁ ଅନଲାଇନ୍‌ ପଞ୍ଜୀକରଣ ଓ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଯୋଗ୍ୟ ପ୍ରାର୍ଥୀମାନେ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଓପିଏସ୍‌ସିର ବିଜ୍ଞପ୍ତି ଅନୁଯାୟୀ, ନଭେମ୍ବର ୯ରେ ଅନଲାଇନ୍‌ ପଞ୍ଜୀକରଣ ଓ ଆବେଦନ ଦାଖଲ ପାଇଁ ଲିଙ୍କ୍‌ ସକ୍ରିୟ ହେବ। ନଭେମ୍ବର ୩୦ ଆବେଦନର ଶେଷ ତାରିଖ।

Show More

Related Articles

Back to top button