Breaking PLUSଓଡ଼ିଶାମୁଖ୍ୟ ଖବର

ଲାଞ୍ଚ ନେଇ ଧରାପଡିଲେ ବେଲପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ

ପାଟଣାଗଡ଼- ଲାଞ୍ଚ ନେଇ ଧରାପଡିଲେ ବେଲପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ  । ୭ ହଜାର ନେଲା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ  । ମନରେଗା କାର୍ଯ୍ୟ ବିଲ କରାଇଦେବାକୁ ଲାଞ୍ଚ ନେଉଥିଲେ । ପୂର୍ବରୁ ୧୫ ହଜାର ନେଇଥିବା ବେଳେ ଏବେ ପୁଣି ଟଙ୍କା ନେଉଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button