Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ହରିୟାଣାରେ ୬୬.୯୬% ମତଦାନ

ହିସାର- ନିର୍ବାଚନ ଆୟୋଗ ଜାରି କରିଥିବା ଚୂଡ଼ାନ୍ତ ତଥ୍ୟ ଅନୁଯାୟୀ ହରିୟାଣାରେ ୬୬.୯୬% ମତଦାନ ହୋଇଛି। ଫତେହାବାଦ ଜିଲ୍ଲାରେ ସର୍ବାଧିକ ୭୪.୫୧ ପ୍ରତିଶତ ମତଦାନ ହୋଇଥିବା ବେଳେ ଫରିଦାବାଦ ଜିଲ୍ଲାରେ ସର୍ବନିମ୍ନ ୫୫.୪୬% ମତଦାନ ହୋଇଛି। ଅକ୍ଟୋବର ୮ ତାରିଖରେ ଭୋଟ୍ ଗଣତି ହେବ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button