Breaking PLUSଓଡ଼ିଶାମୁଖ୍ୟ ଖବର

ମେଡିକାଲରେ ତାଲା ପକାଇ ଆଶାକର୍ମୀଙ୍କ ଧାରଣା

କଟକ: ମେଡିକାଲରେ ତାଲା ପକାଇ ଆଶାକର୍ମୀଙ୍କ ଧାରଣା  ।୫୯ ନଂ ୱାର୍ଡ ବମ୍ଫକୁଦ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା  । ୪ ମାସର ବକେୟା ପ୍ରଦାନ ଦାବିରେ ତାଲା ପକାଇ ଆଶାକର୍ମୀ ଧାରଣା ଦେଇଛନ୍ତି । ମେଡିକାଲରେ ତାଲା ପକାଇଥିବାରୁ ସ୍ବାସ୍ଥ୍ୟ ସେବା ଠପ୍ ହୋଇଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button