Breaking PLUSଓଡ଼ିଶାମୁଖ୍ୟ ଖବର
ଲାଂଚ ନେବା ବେଳେ ଧରାପଡିଲେ ଡାକ୍ତର
ଭୁବନେଶ୍ୱର- ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତର । ବୈପାରୀଗୁଡା ସିଏଚ୍ସି ମେଡିକାଲ ଅଧିକାରୀ ଡାକ୍ତର ବିଶ୍ୱଜିତ୍ ଭୂୟାଁ ଶୁକ୍ରବାର ଧରାପଡିଛନ୍ତି । ବକେୟା ଦରମା କରାଇ ଦେବାକୁ କହି ୪୦ ହଜାର ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ମେଡିକାଲ ଫାର୍ମାସିଷ୍ଟ ମଧ୍ୟ ଭିଜିଲାନ୍ସ ଜାଲରେ ପଡିଥିବା ସୂଚନା ମିଳିଛି । ବର୍ତ୍ତମାନ ଭିଜିଲାନ୍ସ ପକ୍ଷରୁ ଚଢାଉ ସହ ଘଟଣାର ତଦନ୍ତ ଜାରି ରହିଛି ।