Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ

ଭୁବନେଶ୍ୱର- କେନ୍ଦୁଝର ଜୁନିଅର ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ। ଜୁନିଅର ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର, କେନ୍ଦୁଝର, ଭୁବନେଶ୍ଵର ସମେତ ୭ଟି ସ୍ଥାନରେ ଚଢାଉ କରାଯାଉଛି। ଭୁବନେଶ୍ଵରରେ ୪ ମହଲା କୋଠା, କେନ୍ଦୁଝରରେ ଦୁଇ ମହଲା କୋଠା, ଘସିପୁରା ଫାର୍ମ ହାଉସ୍ ଅଫିସରେ ବି ଭିଜିଲାନ୍ସ ବିଭାଗ ରେଡ୍ କରୁଛି। ଏହି ଚଢାଉରେ ୭ଜଣ ଡିଏସ୍‌ପି, ୫ ଜଣ ଇନ୍‌ସପେକ୍ଟର, ୮ଜଣ ଏଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ରହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button