Breaking PLUSଓଡ଼ିଶାମୁଖ୍ୟ ଖବର

ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କର ଅମାପ ସମ୍ପତ୍ତି ଠାବ

ଭୁବନେଶ୍ୱର – ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କର ବିପୁଳ ସମ୍ପତ୍ତି ଠାବ ହୋଇଛି ।  ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କର ୨ଟି ବହୁତଳ କୋଠା ଠାବ ହୋଇଛି ।  ଭୁବନେଶ୍ୱରରେ ୬ଟି ପ୍ଲଟ୍‌ ସମେତ ମୋଟ ୧୮ ପ୍ଲଟ୍‌ ମିଳିଛି । ୮୫୦ ଗ୍ରାମର ସୁନା ଠାବ, ବ୍ୟାଙ୍କ ଜମା ଓ ବୀମା ସଂପର୍କରେ ସ୍ପଷ୍ଟ ତଥ୍ୟ ମିଳିନି ।  ବିଶ୍ୱନାଥଙ୍କ ଘର ଓ ଅଫିସ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍‌ କରୁଛି ।  ପୌରପାଳିକାର ଯନ୍ତ୍ରୀ ଦାୟିତ୍ୱରେ ମଧ୍ୟ ଅଛନ୍ତି ବିଶ୍ୱନାଥ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button