Breaking PLUSଓଡ଼ିଶାମୁଖ୍ୟ ଖବର
କାରରେ ଫେରିବା ବେଳେ ବ୍ୟବସାୟୀଙ୍କୁ ଅପହରଣ

ଜୟପୁର: କାରରେ ଫେରିବା ବେଳେ ବ୍ୟବସାୟୀଙ୍କୁ ଅପହରଣ । ବୈପାରୀଗୁଡ଼ା ଥାନା ପାଡ଼ୁଆ ଗାଁର ବ୍ୟବସାୟୀଙ୍କୁ ଅପହରଣ କରାଯାଇଛି । କଟାଜଙ୍କସନ ନିକଟରେ ଅପହରଣ ହୋଇଥିବା ଅଭିଯୋଗ ହୋଇଛି । ଅପହରଣ ନେଇ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି । ପୋଲିସ ମାମଲାର ତନାଘନା କରୁଛି ।