Breaking PLUSଦେଶ ବିଦେଶମୁଖ୍ୟ ଖବର

ଇସ୍ତଫା ଦେବା ନେଇ ଜଷ୍ଟିନ ଟ୍ରୁଡୋଙ୍କ ଘୋଷଣା

କାନାଡା: ସୋମବାର ଜଷ୍ଟିନ ଟ୍ରୁଡୋ କାନାଡା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି। ତାଙ୍କ ଉତ୍ତରାଧିକାରୀ ମନୋନୀତ ହେବା ପରେ ସେ ଶାସକ ଦଳ ଲିବେରାଲ ପାର୍ଟି ଓ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଜଣାପଡିଛି।ଦୀର୍ଘ ୯ ବର୍ଷ କାନାଡାର ପ୍ରଧାନମନ୍ତ୍ରୀ ପଦରେ ରହିଥିବା ଜଷ୍ଟିନ ଟ୍ରୁଡୋଙ୍କୁ ତାଙ୍କ ଦଳ ଲିବେରାଲ ପାର୍ଟି ବିରୋଧର କରିବା ଏବଂ ଖଲିସ୍ତାନ ନେତାଙ୍କ ପ୍ରତି ତାଙ୍କର ଅହେତୁକ ଭଲ ପାଇବା ତାଙ୍କୁ ବିବାଦୀୟ କରିଥିଲା

Show More

Related Articles

Back to top button