ଅନୁଚିନ୍ତା

ଆଜିର ଅନୁଚିନ୍ତା:

ଆଜିର କଥା:

🙏 ଜୟ ଶ୍ରୀଜଗନ୍ନାଥ 🙏

ସଂସାରରେ କୌଣସି ବସ୍ତୁ ଚିରସ୍ଥାୟୀ ନୁହେଁ।
ଜଣେ କୋଟିପତି ବ୍ୟକ୍ତି ସମୟ ଚକ୍ରରେ
ଭିକାରୀ ହୋଇପାରେ ଆଉ ଜଣେ ଗରିବ
କାଳିବି କୋଟିପତି ହୋଇପାରେ।
ସେଥିପାଇଁ ଟଙ୍କା ପଇସା ଅହଙ୍କାରରେ
କାହାରିକୁ ଛୋଟ ଭାବିବା ଅନୁଚିତ ।

🙏 ଜୟ ଶ୍ରୀଜଗନ୍ନାଥ 🙏
⭕❗⭕

Show More

Related Articles

Back to top button