ଆଜିର କଥା: ଜୟ ଶ୍ରୀଜଗନ୍ନାଥ ଇଏ ମଣିଷ ପ୍ରକୃତି ଆଜ୍ଞା.... ପାଖରେ ଥିଲାବେଳେ ଗୁରୁତ୍ୱ ନଦେଇ ହତାଦାର କରିଥାଏ,ଦୁରେଇ ଗଲା ପରେ ମନେପକାଇ ମହତ୍ତ୍ୱ ବୁଝିଥାଏ । ଜୟ ଶ୍ରୀଜଗନ୍ନାଥ