ଆଜିର କଥା: 🙏 ଜୟ ଶ୍ରୀଜଗନ୍ନାଥ 🙏 ଅପମାନର ସବୁଠାରୁ ଶାନ୍ତ ଉତ୍ତର ହେଉଛି ଦୁରେଇଯିବା, କାହିଁକି ନା ନିରବତା ହେଉଛି ସବୁଠାରୁ ଶକ୍ତିଶାଳୀ ଉତ୍ତର। ପ୍ରତିକ୍ରିୟା ନ ଦେଇ ନିଜ ମର୍ଯ୍ୟାଦା ରକ୍ଷାକରି ଚାଲିଯିବା ହିଁ ବୁଦ୍ଧିମାନର କାମ। 🙏 ଜୟ ଶ୍ରୀଜଗନ୍ନାଥ 🙏 ⭕❗⭕