ଅନୁଚିନ୍ତା
ଆଜିର ଅନୁଚିନ୍ତା:

ଆଜିର କଥା:
🙏 ଜୟ ଶ୍ରୀଜଗନ୍ନାଥ 🙏
ଜୀବନରେ ସମସ୍ୟାକୁ ଦେଖି କେବେ ହେଲେ
ବିଚଳିତ ହୁଅ ନାହିଁ
କିଏ ଜାଣିଛି ଏହି ସମସ୍ୟା ଭିତରେ ତୁମ ପାଇଁ
କିଛି ନୂତନ ଆରମ୍ଭ ଥାଇପାରେ
କାରଣ କଷ୍ଟର ଅନ୍ଧକାର ଭିତରେ
ଆସନ୍ତା କାଲିର ସୁନ୍ଦର ସକାଳ ଲୁଚି ରହିଥାଏ
🙏 ଜୟ ଶ୍ରୀଜଗନ୍ନାଥ 🙏
⭕❗⭕



