Breaking PLUSଓଡ଼ିଶାମୁଖ୍ୟ ଖବର

ରାଜନଗରରେ ଚାଲିଛି ଡଲଫିନ ଗଣନା

ପଟ୍ଟାମୁଣ୍ଡାଇ: ଆଜିଠୁ ୩ଦିନ ଧରି ଚାଲିବ ଡଲଫିନ୍ ଗଣନା  । ରାଜନଗର ବନଖଣ୍ଡ ଧାମରାରୁ ଦେବୀ ମୁହାଣ ଯାଏଁ ଚାଲିବ ଗଣନା । ରାଜନଗର ବନଖଣ୍ଡର ୫ଟି ରେଂଜରେ ଚାଲିବ ଡଲଫିନ୍‌ ଗଣନା  । ମୋଟ ୯ଟି ଟିମ୍‌ରେ ୪ଜଣ ଲେଖାଏଁ କର୍ମଚାରୀ ନିୟୋଜିତ  । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଚାଲିବ ଡଲଫିନ୍ ଗଣନା ।

Show More

Related Articles

Back to top button