Breaking PLUSଓଡ଼ିଶାମୁଖ୍ୟ ଖବର

ବନ୍ଧୁକ ଦେଖାଇ ସୁନା ବ୍ୟାଗ୍‌ ନେଇଗଲେ ଦୁର୍ବୃତ୍ତ

ଯାଜପୁର: ବନ୍ଧୁକ ଦେଖାଇ ସୁନା ବ୍ୟାଗ୍‌ ନେଇଗଲେ ଦୁର୍ବୃତ୍ତ । ଧର୍ମଶାଳା ଥାନା ରାଉତରାପୁର ମଠବାରୀ ନିକଟରେ ଲୁଟ୍‌  । ସୁନା ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ୫ରୁ ୬ ଦୁର୍ବୃତ୍ତ । ଦେଢ଼ଶହ ଗ୍ରାମ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି ।

Show More

Related Articles

Back to top button