Breaking PLUSଓଡ଼ିଶାମୁଖ୍ୟ ଖବର
ସରକାରୀ ସ୍କୁଲ ରଙ୍ଗ ହେବ ଗେରୁଆ

ଭୁବନେଶ୍ୱର- ସମସ୍ତ ସରକାରୀ, ପିଏମ୍ ଶ୍ରୀ ସ୍କୁଲ୍ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ । ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲା OSEPA । ସ୍କୁଲ୍ ନିର୍ମାଣ, ମରାମତି ବେଳେ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅରେଞ୍ଜ ଟ୍ୟାନ-ଏନ୍ (ଗେରୁଆ) କରିବାକୁ ଜାରି ହେଲା ନିର୍ଦ୍ଦେଶ ।