Breaking PLUSଓଡ଼ିଶାମୁଖ୍ୟ ଖବର

ନିର୍ଗୁଣ୍ଡିରେ ସ୍ୱାଭାବିକ ହେଲା ଟ୍ରେନ ଚଳାଚଳ

ଭୁବନେଶ୍ୱର: ସୋମବାର ସକାଳେ ଓଡିଶାର କଟକ ଜିଲାର କଟକ-ନେରଗୁଣ୍ଡି ରେଳ ସେକ୍ସନର ଉଭୟ ଟ୍ରାକରେ ଟ୍ରେନ ସେବା ପୁନର୍ବାର ଆରମ୍ଭ ହୋଇଛି ଏବଂ  ଏହି ଟ୍ରାକ ଦେଇ ଯାତାୟତ କରୁଥିବା ରେଳ ଚଳାଚଳ ଏବେ ସ୍ବାଭାବିକ ହୋଇଛି ବୋଳି ପୂର୍ବତଟ ରେଳପଥର  ଜଣେ ବରିଷ୍ଠ ରେଳ ଅଧିକାରୀ କହିଛନ୍ତି।

Show More

Related Articles

Back to top button