Breaking PLUSଓଡ଼ିଶାମୁଖ୍ୟ ଖବର

ଭୋଜି ବେଳେ ବଚସାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ବଲାଙ୍ଗିର: ବନ୍ଧୁ ସାଜିଲା ବଇରି । ଭୋଜି ବେଳେ ବଚସାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ  । ଏଭଳି ଅଭାବନୀୟ ଘଟଣା ଘଟିଛି ଦେଓଗାଁ ଥାନା ଅନ୍ତର୍ଲା ଗାଁରେ । ୩ ସାଙ୍ଗଙ୍କୁ ଅଟକ ରଖିଛି ଦେଓଗାଁ ପୋଲିସ । ପୋଲିସ ଘଟଣାର ଛାନଭିନ୍ ଚଳାଇଛି ।

Show More

Related Articles

Back to top button