Breaking PLUSଓଡ଼ିଶାମୁଖ୍ୟ ଖବର
ଯାତ୍ରୀବାହୀ ବସ୍ରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ବାଧ୍ୟତାମୂଳକ

ଭୁବନେଶ୍ୱର- ଯାତ୍ରୀବାହୀ ବସ୍ରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ବାଧ୍ୟତାମୂଳକ ହେବ ।ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।ବସ୍ରେ ଫାୟାର ଡିଟେକସନ୍ ଓ ସପ୍ରେସନ୍ ସିଷ୍ଟମ ରଖିବା ବାଧ୍ୟତାମୂଳକ ହେବ । ଆପତ୍ତକାଳୀନ ପ୍ରସ୍ଥାନ ଦ୍ୱାର, କାଚ ଭାଙ୍ଗିବାକୁ ହାତୁଡ଼ି ରଖିବାକୁ ନିର୍ଦ୍ଦେଶ । ୨୦୨୫ ଅକ୍ଟୋବର ପରେ ପଞ୍ଜିକୃତ ବସ୍ରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ବାଧ୍ୟତାମୂଳକ ।



