Breaking PLUSଓଡ଼ିଶାମୁଖ୍ୟ ଖବର
ମେଳା ବୁଲିବାକୁ ଆସିଥିବା ବେଳେ ନାବାଳକକୁ ଛୁରାମାଡ଼

ବାରିପଦା: ମେଳା ବୁଲିବାକୁ ଆସିଥିବା ବେଳେ ନାବାଳକକୁ ଛୁରାମାଡ଼ ହୋଇଛି । ଭଞ୍ଜପୁର ରେଲୱେ ଷ୍ଟେସନ ବାହାରେ ମରଣାନ୍ତକ ଆକ୍ରମଣ ହୋଇଛି । ଯୋଗଧାତ୍ରୀ ମେଳା ବୁଲିବାକୁ ଆସିଥିବା ବେଳେ କିଛି ଦୁର୍ବୃତ୍ତଙ୍କ ଆକ୍ରମଣ । ଛୁରାମାଡ଼ରେ ଗୁରୁତର ନାବାଳକ କଟକ ସ୍ଥାନାନ୍ତର କରାଯାଇଛି ।


