Breaking PLUSଓଡ଼ିଶାମୁଖ୍ୟ ଖବର
ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ ପାଳନ

କେନ୍ଦୁଝର- ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ ପାଳନ କରାଯାଇଛି । ଜିଲ୍ଲାରୁ ବାଂଲାଦେଶ ଅନୁପ୍ରଦେଶକାରୀଙ୍କୁ ହଟାଇବା ଦାବିରେ ବନ୍ଦ ପାଳନ ହେଉଛି । ବିଭିନ୍ନ ସ୍ଥାନରେ ପିକେଟିଂ; ଦୋକାନ ବଜାର, ସ୍କୁଲ୍, କଲେଜ ବନ୍ଦ ରହିଛି । ଚମ୍ପୁଆ, ଯୋଡ଼ା, ବଡ଼ବିଲ, ପାଟଣା, ଘସିପୁରା, ଆନନ୍ଦପୁରରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି ।


