Breaking PLUSଓଡ଼ିଶାମୁଖ୍ୟ ଖବର

ବାଂଲାଦେଶୀ ଅନୁପ୍ରବେଶ ରୋକିବାକୁ କଡ଼ା ଚେକିଂ

ବାଲେଶ୍ୱର: ବାଂଲାଦେଶୀ ଅନୁପ୍ରବେଶ ରୋକିବାକୁ କଡ଼ା ଚେକିଂ କରାଯାଉଛି । ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସାମୁଦ୍ରିକ ଥାନା ପୋଲିସ କଡ଼ା ଚେକିଂ କରୁଛି । ସମୁଦ୍ର ମଧ୍ୟକୁ ଯାଉଥିବା ବିଭିନ୍ନ ବୋଟ୍‌ ଉପରେ ପୋଲିସର ନଜର । ଭଦ୍ରକ ଜିଲ୍ଲା ବାସୁଦେବପୁର କଷିଆ ଜେଟିରେ ପୋଲିସ ଯାଞ୍ଚ କରୁଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button