Breaking PLUSଓଡ଼ିଶାମୁଖ୍ୟ ଖବର

ଥିମେଟ୍ ଖାଇ ୩ ଶିଶୁ ଗୁରୁତର

ନୀଳଗିରି: ଲୁଣ ଭାବି ଥିମେଟ୍ ଖାଇ ୩ ଶିଶୁ ଗୁରୁତର ଆହତ ହୋଇଛନ୍ତି । ମହିଁଷାପଟା ପଞ୍ଚାୟତ ଶାଳବଣି ଗାଁରେ ଅଭାବନୀୟ ଘଟଣା ଘଟିଛି । ଖେଳୁଥିବା ବେଳେ ପିଆଜରେ ଥିମେଟ୍ ଗୋଳାଇ ଖାଇଥିବା ସୂଚନା ମିଳିଛି । ଗୁରୁତର ୩ ଶିଶୁ ନୀଳଗିରିରୁ ବାଲେଶ୍ୱର ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି ।

Show More

Related Articles

Back to top button