Breaking PLUSଓଡ଼ିଶାମୁଖ୍ୟ ଖବର
ବସ୍ ଧକ୍କାରେ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ

ଭଦ୍ରକ: ଦୁର୍ଘଟଣାରେ ଗଲା ଦୁଇ ଜୀବନ । ବସ୍ ଧକ୍କାରେ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ପୀରହାଟ ଥାନା ଚାନ୍ଦବାଲି ରାସ୍ତାର କମାରିଆ ଛକ ନିକଟରେ ଦୁର୍ଘଟଣା ଘଟିଛି ।୨ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ବସ୍ ସହ ଡ୍ରାଇଭର ଅଟକ ଅଛନ୍ତି ।

