Breaking PLUSଓଡ଼ିଶାମୁଖ୍ୟ ଖବର
ଟ୍ୟାଙ୍କର-ବୋଲେରୋ ଧକ୍କା, 3 ମୃତ

ଚୌଦ୍ୱାର, 25 ନଭେମ୍ବର: ରଜକଣା ନିକଟରେ ଟ୍ୟାଙ୍କର୍ ସହ ପିଟିହେଲା ବୋଲେରୋ । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ୨ ଗୁରୁତର SCBକୁ ସ୍ଥାନାନ୍ତର କରାଯାଇଛି । ଡିଭାଇଡର୍କୁ ଡେଇଁ ଟ୍ୟାଙ୍କର୍ ସହ ପିଟି ହୋଇଥିଲା ବୋଲେରୋ ।

