Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟରେ ବୃଦ୍ଧି ପାଇଛି ବାଘ ସଂଖ୍ୟା

ଭୁବନେଶ୍ୱର- ଚଳିତବର୍ଷ ରାଜ୍ୟରେ ବୃଦ୍ଧି ପାଇଛି ବାଘ ସଂଖ୍ୟା । ପିସିସିଏଫ୍ ପ୍ରେମ କୁମାର ଝା ସୂଚନା ମିଳିଛି । ଚଳିତ ବର୍ଷ ଶିମିଳିପାଳରେ ବାଘ ସଂଖ୍ୟା ୩୨ ।-ଗତ ବର୍ଷ ତୁଳନାରେ ୫ ବାଘ ଅଧିକ ବୋଲି ପିସିସିଏଫ୍ ସୂଚନା ଦେଇଛନ୍ତି ।


