Breaking PLUSଓଡ଼ିଶାମୁଖ୍ୟ ଖବର

ଝୁଲନ୍ତା ଅବସ୍ଥାରେ କନେଷ୍ଟବଲ୍‌ଙ୍କ ମୃତଦେହ ଉଦ୍ଧାର

ରାଉରକେଲା: ଝୁଲନ୍ତା ଅବସ୍ଥାରେ କନେଷ୍ଟବଲ୍‌ଙ୍କ ମୃତଦେହ ଉଦ୍ଧାର ହୋଇଛି । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର ହୋଇଛି । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି ଚରମ ନିଷ୍ପତ୍ତି ନେଲେ ଅସ୍ପଷ୍ଟ ରହିଛି ।

Show More

Related Articles

Back to top button