Breaking PLUSଓଡ଼ିଶାମୁଖ୍ୟ ଖବର

କେନ୍ଦ୍ରାପଡ଼ା ଜମଧର ଠାରେ ନିର୍ମିତ ଶୀତଳ ଭଣ୍ଡାର ଲୋକାର୍ପଣ

ଭୁବନେଶ୍ୱର-  କେନ୍ଦ୍ରାପଡ଼ା ଜମଧର ଠାରେ ନିର୍ମିତ ଶୀତଳ ଭଣ୍ଡାର ଲୋକାର୍ପଣ ।ଲୋକାର୍ପଣ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସାଂସଦ ଵୈଜୟନ୍ତ ପଣ୍ଡା  । ୧ କୋଟି ୮୦ ଲକ୍ଷ ବ୍ୟୟ ଅଟକଳରେ ୫ ଶହ ମେଟ୍ରିକ୍ ଟନ କ୍ଷମତା । ଶୀତଳ ଭଣ୍ଡାର ଦ୍ବାରା ୯ଟି ବ୍ଲକ୍‌, ୨ଟି ମ୍ୟୁନିସିପାଲିଟି ଚାଷୀ ଉପକୃତ ହେବେ  । ଚାଷୀ ଉତ୍ପାଦିତ ପନିପରିବା ଏଠାରେ ସଂରକ୍ଷିତ କରି ରଖିପାରିବେ  । ଚାଷୀ ଅଭାବୀ ବିକ୍ରିର ଶିକାର ହେବେନି, ଗ୍ରାମୀଣ ଅର୍ଥ ବ୍ୟବସ୍ଥା ସୃଦୁଢ଼ ହେବ ।

Show More

Related Articles

Back to top button