Breaking PLUSଓଡ଼ିଶାମୁଖ୍ୟ ଖବର

କେନ୍ଦ୍ରାପଡ଼ା ସାତଭାୟା ବାଲ୍ୟ ବିବାହକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବେଗ

ଭୁବନେଶ୍ୱର-  କେନ୍ଦ୍ରାପଡ଼ା ସାତଭାୟା ବାଲ୍ୟ ବିବାହକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବେଗ  । ଗଣମାଧ୍ୟମ ରିପୋର୍ଟ ଅନୁସାରେ ରିପୋର୍ଟ ମଗାଯାଇଛି କହିଲେ ପ୍ରଭାତୀ ପରିଡ଼ା  । ରିପୋର୍ଟ ଆସିବା ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ । ଆମେ ଅପରାଧ ରୋକିବା, କିନ୍ତୁ ସମାଜର ସହଯୋଗ ଜରୁରୀ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button