Breaking PLUSଓଡ଼ିଶାମୁଖ୍ୟ ଖବର

ଆତ୍ମସମର୍ପଣ କଲେ ୨୨ ନକ୍ସଲ

ମାଲକାନଗିରି: ଆତ୍ମସମର୍ପଣ କଲେ ୨୨ ନକ୍ସଲ  । -ପୋଲିସ ମହାନିର୍ଦ୍ଦେଶକଙ୍କ ପାଖରେ ଆତ୍ମସମର୍ପଣ । ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ  ।ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ନାଁରେ ଥିଲା ୨ କୋଟିର ପୁରସ୍କାର ରହିଛି ।

Show More

Related Articles

Back to top button