ଅନୁଚିନ୍ତା

ଆଜିର ଅନୁଚିନ୍ତା :

ଆଜିର କଥା:

🙏 ଜୟ ଶ୍ରୀଜଗନ୍ନାଥ 🙏

ଜୀବନ ଏକ ପୁସ୍ତକ ପ୍ରତିଦିନ
ଏକ ନୂତନ ପୃଷ୍ଠା ,ପ୍ରତି ମାସରେ
ଏକ ନୂତନ ଅଧ୍ୟାୟ ଏବଂ
ପ୍ରତିବର୍ଷ ଏକ ନୂତନ ସିରିଜ
ଆରମ୍ଭ ହୋଇଥାଏ

🍁🍁🍁

ଅଭାବ ଜୀବନରେ ସମସ୍ତଙ୍କର ଥାଏ
କାହାର ସମୟ, କାହାର ସମ୍ପର୍କ
କାହାର ଧନ ଆଉ କାହାର
ଶାନ୍ତିର ଅଭାବ ଥାଏ ।
ତାହା ଭିତରେ ଯିଏ ଖାପ ଖୁଆଇ
ପାରିଲା ସେ ହିଁ ଜିତିଯାଏ ।

🙏 ଜୟ ଶ୍ରୀଜଗନ୍ନାଥ 🙏

Show More

Related Articles

Leave a Reply

Your email address will not be published. Required fields are marked *

Back to top button