Breaking PLUSଦେଶ

ମୈନପୁରୀରେ ମହିଳାଙ୍କ ଖାତାରେ ହଠାତ୍ ୧୦ କୋଟି ଟଙ୍କା, ତଦନ୍ତ ଜାରି

ଉତ୍ତରପ୍ରଦେଶର ମୈନପୁରୀରେ ଜଣେ ମହିଳାଙ୍କ ବ୍ୟାଙ୍କ ଖାତାରେ ହଠାତ୍ ପ୍ରାୟ ୧୦ କୋଟି ଟଙ୍କା ଜମା ହେବା ଘଟଣା ସାମ୍ନାକୁ ଆସିଛି। ଏସଏମଏସ ମାଧ୍ୟମରେ ସୂଚନା ପାଇ ପରେ ଏଟିଏମ୍‌ରେ ଯାଞ୍ଚ କରିବାରୁ ସେହି ରାଶି ଦେଖାଯାଇଥିଲା।
ଘଟଣା ପରେ ବ୍ୟାଙ୍କ ପକ୍ଷରୁ ତୁରନ୍ତ ତଦନ୍ତ ଆରମ୍ଭ ହୋଇଛି। ପ୍ରାଥମିକ ଭାବେ ବୈଷୟିକ ତ୍ରୁଟିକୁ କାରଣ ବୋଲି ସନ୍ଦେହ କରାଯାଉଛି। ଆକାଉଣ୍ଟକୁ ସାମୟିକ ଭାବେ ଫ୍ରିଜ୍ କରାଯାଇଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି।

Show More

Related Articles

Back to top button