ଅନୁଚିନ୍ତା
ଆଜିର ଅନୁଚିନ୍ତା :

ଆଜିର କଥା:
🙏 ଜୟ ଶ୍ରୀଜଗନ୍ନାଥ 🙏
ମନର ସବୁ ଇଛା ପୂରଣ କରିବା ଜରୁରୀ
ନୁହେଁ,ଯାହା ଅତି ଆବଶ୍ୟକ ତାହା ପୂରଣ
ହେଲେ ଯଥେଷ୍ଟ ।,ଇଛା ଓ ଆବଶ୍ୟକତା
ଭିତରେ ଥିବା ପାର୍ଥକ୍ୟକୁ ଭଲ ଭାବରେ ବୁଝି
ପାରିଲେ,ଜୀବନରେ ସମସ୍ୟା ଟିକେ ହାଲୁକା
ହୋଇଯାଏ…
🙏 ଜୟ ଶ୍ରୀଜଗନ୍ନାଥ 🙏
⭕❗⭕



