Breaking PLUSଓଡ଼ିଶାମୁଖ୍ୟ ଖବର

କରଞ୍ଜିଆ ଘୂର୍ଣ୍ଣିଝଡ଼ରେ ଗୁରୁତର ଯୁବକଙ୍କ ମୃତ୍ୟୁ

ବାରିପଦା: କରଞ୍ଜିଆ ଘୂର୍ଣ୍ଣିଝଡ଼ରେ ଗୁରୁତର ଯୁବକଙ୍କ ମୃତ୍ୟୁ  । ସଲରାପଦା ଗାଁର ଗୁରୁତର ଯୁବକଙ୍କ ଘରେ ମୃତ୍ୟୁ ହୋଇଛି ।

ଭୁବନେଶ୍ବର ଘରୋଇ ହସ୍ପିଟାଲରେ ଚିକିତ୍ସା ପରେ ଯୁବକ ଜଣକ ଘରକୁ ଫେରିଥିଲେ । ତେବେ ଆଜି ଘରେ ତାଙ୍କର ମୃତ୍ୟୁ ହୋଇଛି ।

ଏହାକୁ ମିଶାଇ ଘୂର୍ଣ୍ଣିଝଡ଼ରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି । ମାର୍ଚ୍ଚ ୧୫ ତାରିଖରେ କରଞ୍ଜିଆରେ ଭୟଙ୍କର ଘୂର୍ଣ୍ଣିଝଡ଼ ହୋଇଥିଲା  ।ଘଟଣା ଦିନ ୨ ଓ ପରେ ଭୁବନେଶ୍ବରରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା ।

Show More

Related Articles

Back to top button