Breaking PLUSଓଡ଼ିଶାମୁଖ୍ୟ ଖବର

କୋଣାର୍କରୁ ଖୁବଶୀଘ୍ର କଢାଯିବ ବାଲି

ଭୁବନେଶ୍ୱର,8 ମେ- କୋଣାର୍କରୁ ଖୁବଶୀଘ୍ର କଢାଯିବ ବାଲି। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ବାଲି କଢାଯିବା ପରେ ସେହି ବାଲିକୁ ସଂରକ୍ଷିତ ରଖାଯିବ। ବାଲି କଢ଼ାଯାଇ କୋଣାର୍କ ମନ୍ଦିରକୁ ସୁରକ୍ଷିତ ରଖିବା ଦିଗରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ଭେକ୍ଷଣ ପ୍ରାୟସ ଜାରି ରଖିଥିବା ବେଳେ ଏହାର ସଫଳତା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

Show More

Related Articles

Back to top button