Breaking PLUSଓଡ଼ିଶାମୁଖ୍ୟ ଖବର

ADG ଦୟାଲ ଗଙ୍ଗୱାରଙ୍କ ବଢ଼ିଲା ଅଡ଼ୁଆ, ଚିଠି ଲେଖିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର, 7ଜୁନ- ସୌମ୍ୟ ହତ୍ୟା ମାମଲାରେ ଏଡିଜି ଦୟାଲ ଗଙ୍ଗୱାରଙ୍କ ବଢ଼ିଲା ଅଡ଼ୁଆ । ରିପୋର୍ଟ ମାଗିଛି କ୍ରାଇମବ୍ରାଞ୍ଚ । ରେଲୱେ ଓ କୋଷ୍ଟାଲ ସିକ୍ୟୁରିଟି ଏଡିଜିଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଚିଠି ଲେଖାଯାଇଛି । ଉତ୍ତ୍ୟକ୍ତ ଯୁବକଙ୍କ ମାଡରେ ପ୍ରାଣ ହରାଇଥିଲେ ଜିଆରପି କନେଷ୍ଟବଲ ସୌମ୍ୟରଞ୍ଜନ ।

ସେତେବେଳେ ଦାୟିତ୍ବରେ ଥିଲେ ଏଡିଜି ଗଙ୍ଗୱାର । ହତ୍ୟା ମାମଲାର ତଦନ୍ତ କରାଯିବା ବେଳେ ଅନେକ କଥା ସାମନାକୁ ଆସିଥିଲା । ଏପରିକି ତାଙ୍କୁ ବିଭାଗୀୟ ଅଧିକାରୀ ନିର୍ଯାତନା ଦେଇଥିବାର ମଧ୍ୟ ଅଭିଯୋଗ ହୋଇଥିଲା । ସୌମ୍ୟଙ୍କ ବାପାମାଆ ବି ଗୁରୁତର ଅଭିଯୋଗ କରିଥିଲେ । ପରେ ଏହି ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମ ବ୍ରାଞ୍ଚକୁ ଦିଆଯାଇଥିଲା ।

Show More

Related Articles

Back to top button