Breaking PLUSଓଡ଼ିଶାମୁଖ୍ୟ ଖବର
ଭାଉଜକୁ ହତ୍ୟା କରି ୪ ବର୍ଷ ପରେ ବନ୍ଧା ହେଲା ଦିଅର

ବଲାଙ୍ଗୀର: ଭାଉଜକୁ ହତ୍ୟା କରି ୪ ବର୍ଷ ପରେ ବନ୍ଧା ହେଲା ଦିଅର । ବେଙ୍ଗାଲୁରରୁ ଅଭିଯୁକ୍ତ ଦିଅର ଅନିଲ ମେହରକୁ ଗିରଫ କଲା ପୋଲିସ । ୨୦୨୧ ଅଗଷ୍ଟ ୪ରେ ଲାଠୋର ଥାନା ସାହାଜପାଣିରେ ଘଟିଥିଲା ହତ୍ୟାକାଣ୍ଡ । ନିଜ ଭାଉଜକୁ ଛୁରୀ ଭୁସି ହତ୍ୟା କରି ଫେରାର ହୋଇଯାଇଥିଲା ଅଭିଯୁକ୍ତ ।


