ଆଜିର କଥା:
🙏 ଜୟ ଶ୍ରୀଜଗନ୍ନାଥ 🙏
ମନେରଖନ୍ତୁ ଶତ୍ରୁ ଯେତେ ବି ଚାଲାକ
ହେଉନା କାହିଁକି ଦିନେ ନା ଦିନେ
ସତ୍ଯତା ଆଗରେ ମୁଣ୍ଡ ନୁଆଁଇଵାକୁ ହିଁ ପଡିବ!!!
🍁🍁🍁🍁🍁🍁🍁
ସବୁବେଳେ ଶୂନ ଭଳି ହେବାକୁ
ଚେଷ୍ଟା କରନ୍ତ କାରଣ ଶୂନ ର କିଛି
ମୂଲ୍ଯ ନ ଥାଏ କିନ୍ତୁ ସେ ଯାହା
ସହିତ ମିଶି ଯାଏ ତା’ର ମୂଲ୍ଯ
ଦଶଗୁଣା ବଢିଯାଏ…
🙏 ଜୟ ଶ୍ରୀଜଗନ୍ନାଥ 🙏
⭕❗⭕
Back to top button