ଅନୁଚିନ୍ତା

ଆଜିର ଅନୁଚିନ୍ତା :

ଆଜିର କଥା:

🙏 ଜୟ ଶ୍ରୀଜଗନ୍ନାଥ 🙏

ଏକ ଟଙ୍କା ,ଏକ ଲକ୍ଷ ସଙ୍ଗେ ସମାନ ନୁହେଁ।
ତଥାପି ଯଦି,
ଏକ ଟଙ୍କା ଏକ ଲକ୍ଷରୁ ବାହାରିଯାଏ
ତେବେ,
ସେ ଏକ ଲକ୍ଷର ମୂଲ୍ୟ କିଛି ରହେନାହିଁ ।
ତେଣୁ ,
ନିଜକୁ କେବେ କମ ମଣନ୍ତୁ ନାହିଁ ।

🍁 ଶୁଭ ସକାଳର ଶୁଭ କାମନା 🍁

🙏 ଜୟ ଶ୍ରୀଜଗନ୍ନାଥ 🙏

⭕❗⭕

Show More

Related Articles

Back to top button