ଅନୁଚିନ୍ତା
ଆଜିର ଅନୁଚିନ୍ତା :

ଆଜିର କଥା:
🙏 ଜୟ ଶ୍ରୀଜଗନ୍ନାଥ 🙏
ଫୁଲ ଦ୍ୱିତୀୟ ଥର ଫୁଟେ ନାହିଁ,
ଜନ୍ମ ଦ୍ୱିତୀୟ ଥର ମିଳେ ନାହିଁ ,
ଏମିତିରେ ତ ରାସ୍ତାରେ ହଜାରେ ଲୋକ ମିଳନ୍ତି,
କିନ୍ତୁ ହଜାରେ ଭୁଲ କୁ କ୍ଷମା କରୁଥିବା ବାପା ଓ ମା
ଦ୍ୱିତୀୟ ଥର ମିଳନ୍ତି ନାହିଁ ।
🙏 ଜୟ ଶ୍ରୀଜଗନ୍ନାଥ 🙏



