Breaking PLUSଓଡ଼ିଶାମୁଖ୍ୟ ଖବର

12ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର, 6 ଫେବୃୟାରୀ – ବିଧାନସଭା ପୂର୍ବରୁ 12 ତାରିଖରେ ବସିବ ସର୍ବଦଳୀୟ ବୈଠକ । ଦିନ 11ଟାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହେବ ବୈଠକ । ସୁରୁଖୁରୁରେ ଗୃହ ପରିଚାଳନା ପାଇଁ ସମସ୍ତଙ୍କ ମତାମତ ନେବେ ବାଚସ୍ପତି । ୧୩ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ । ୧୭ରେ ବିଧାନସଭାରେ ଉପସ୍ଥାପନ ହେବ ୨୦୨୫-୧୬ ଆର୍ଥିକ ବର୍ଷର ପୂର୍ଣାଙ୍ଗ ବଜେଟ । ୨୮ଟି କାର୍ଯ୍ୟ ଦିବସର ଲମ୍ବା ଅଧିବେଶନ ଥିବାରୁ ଶାନ୍ତି ଶୃଙ୍ଖଳାର ସହ ଗୃହ ପରିଚାଳନା ପାଇଁ ସମସ୍ତଙ୍କ ସହ ଆଲୋଚନା କରିବେ ବାଚସ୍ପତି ।

Show More

Related Articles

Back to top button