Breaking PLUSଓଡ଼ିଶାମୁଖ୍ୟ ଖବର

ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

କେନ୍ଦ୍ରାପଡା- ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ  । କେନ୍ଦ୍ରାପଡ଼ା ରାଜନଗର ବ୍ଲକର ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନସ ମଲ୍ଲିକ ।ବାତ୍ୟା ସମୟରେ ଜଣେ ଗୁରୁତର ରୋଗୀଙ୍କୁ ଉଦ୍ଧାର କରିଥିଲେ ମାନସ ।ବର୍ଷା, ପବନରେ ଜଣେ ମହିଳା ରୋଗୀଙ୍କୁ ଉଦ୍ଧାର କରିଥିଲେ ମାନସ । ହାତରେ ଟେକିଧରି ରୋଗୀଙ୍କୁ ଆମ୍ବୁଲାନ୍ସ ଯାଏଁ ନେଇଆସିଥିଲେ ।ମାନସଙ୍କ ସାହସୀକ ପଦକ୍ଷେପ ପାଇଁ ଚାରି ଆଡ଼ୁ ପ୍ରଶଂସା । ଏକ୍ସ ଜରିଆରେ ପ୍ରଶଂସା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button